ସମ୍ବଲପୁର: ସମ୍ବଲପୁର ପୀରବାବା ଛକରେ ବୋମାମାଡ଼ ହୋଇଛି। ଏକ ବାଇକ୍ ଉପରକୁ ବୋମାମାଡ଼ ହେବା ପରେ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଉତ୍ତରାଞ୍ଚଳ ଡି ଆଇ ଜି ଓ ସମ୍ବଲପୁର ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
powered by social2s