ରାଉରକେଲାରେ ଯୁବକଙ୍କୁ ଗୁଳିମାଡ଼

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସେକ୍ଟର ୩ ରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆଇଜିଏଚ୍ ରେ ଭର୍ତ୍ତି କରାଯାଇଛି। ଏକ ମାରାଥନ ଚାଲିଥିବା ବେଳେ ହଠାତ୍ ଗୁଳିମାଡ଼ କରି ଫେରାର୍ ହୋଇଯାଇଛନ୍ତି ଦୃର୍ବୁତ୍ତ।

powered by social2s