ପୁରୀ : ପୁରୀ ସମଙ୍ଗ ପାର୍କିଂ ରାସ୍ତା କଣ୍ଠପୁର ନିକଟରେ ଟିଉସନ ସାରି ଫେରୁଥିବା ୩ ଜଣ ଯୁବତୀଙ୍କୁ ଦୁର୍ବ୍ୟବହାର କରିଥିଲେ ୬ ଯୁବକ। ଘଟଣାସ୍ଥଳରେ ପହଞ୍ଚି ୨ଜଣଙ୍କୁ କାବୁ କଲେ ଯୁବତୀଙ୍କ ଭାଇ। ୨ ଯୁବକଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଅନ୍ୟ ୪ ଯୁବକ ଫେରାର ହୋଇଥିବା ସୂଚନା।
powered by social2s