ଭୁବନେଶ୍ୱର: ଭୁବନେଶ୍ୱରରୁ ସିନ୍ଥେଟିକ୍ ଡ୍ରଗ୍ସ ଜବତ ହୋଇଛି। ୨୩ ବର୍ଷୀୟ ଯୁବକ ପାଖକୁ ଆସିଥିଲା ପାର୍ସଲ। ଅଭିଯୋଗ ପରେ ଆର୍ଯ୍ୟମାନ ପଟ୍ଟନାୟକ ଗିରଫ। ଆର୍ଯ୍ୟମାନ ଜଣେ ଇଞ୍ଜିନିଅରିଙ୍ଗ ଛାତ୍ର। ବିଦେଶରେ ବ୍ୟବହାର ହୁଏ ଏହି ଡ୍ରଗ୍ସ। ଅଭିଯୁକ୍ତ ଜଣଙ୍କୁ ଗିରଫ କଲା ନାକୋଟୀକ୍ସ କଣ୍ଟ୍ରୋଲ ବ୍ୟୁରୋ।
powered by social2s