ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଖଣ୍ଡୁଆଳ ନିକଟରେ ପୋଲିସ୍ ଏନକାଉଣ୍ଟରରେ ଜଣେ ହତ୍ୟା ଆହତ ହୋଇଥିବା ସୂଚନା। ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସାମଦକୁ ଗୁରୁତର ଅବସ୍ଥାରେ ଭିମ୍ସାର୍ ମେଡିକାଲ ସ୍ଥାନାନ୍ତର କରାଯାଇଛି। ସାମଦର ବାମ ଗୋଡ଼ରେ ବାଜିଛି ଗୁଳି। ଗତକାଲି ଜଣେ ଯୁବକଙ୍କୁ ହତ୍ୟା କରିଥିଲା ସାମଦ । ଘଟଣାସ୍ଥଳରୁ ଏକ ପିଷ୍ଟଲ, ଗୁଳି ଓ ବାଇକ୍ ଜବତ କରାଯାଇଛି। ସାମଦ ନାଁରେ ରହିଛି ୧୫ ରୁ ଅଧିକ ଅପରାଧିକ ମାମଲା।
powered by social2s