ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ନଳାଙ୍ଗ ଛକ ନିକଟ ଏକ ହୋଟେଲରୁ ଜଣେ ନକଲି ପୋଲିସ୍ ଡିଏସପି ଗିରଫ ହୋଇଥିବା ଜଣାଯାଇଛି। ନକଲି ଡିଏସପି ଠାରୁ ଏକ କାର୍, ପୋଲିସ ପୋଷାକ, ବନ୍ଧୁକ ଓ ବାଡ଼ି ଜବତ କରାଯାଇଛି। ନକଲି ଡିଏସପି ସାଜିଥିବା ଯୁବକ ଝାଡ଼ଖଣ୍ଡର ରାହୁଲ ସିଂ ରାଣାଓ୍ବତ।
powered by social2s