ଗଞ୍ଜେଇ ଚାଲାଣ ଅଭିଯୋଗରେ ଆଇନଜୀବୀ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସ୍କା ଧାଉଗାଁ ନିକଟରୁ ୩୦ କିଲୋ ଗଞ୍ଜେଇ ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ। ଏକ ଦାମୀ କାର୍ ରୁ ଗଞ୍ଜେଇ ଜବତ କରି ଡ୍ରାଇଭରେ ସହ ଜଣେ ଆଇନଜୀବୀ ଗିରଫ ହୋଇଛନ୍ତି। କନ୍ଧମାଳ ରୁ ଭଦ୍ରକ ଚାଲାଣ ହେଉଥିଲା ଗଞ୍ଜେଇ।

powered by social2s