ବଲାଙ୍ଗିର: କାର୍ରେ ଚାଲାଣ ବେଳେ ୧୪ ପ୍ୟାକେଟ ଗଞ୍ଜେଇ ଜବତ କଲା ପୋଲିସ। ବଲାଙ୍ଗୀର ଜିଲା ପୁଇଁତଳା ଥାନା ଛତାପିପ୍ପଲରେ ଜବତ ହୋଇଛି ଗଞ୍ଜେଇ। ଘଟଣାସ୍ଥଳରୁ ୨ ଜଣ ଖସି ପଳାଇଥିବା ବେଳେ ଜଣଙ୍କୁ ଅଟକ ରଖିଲା ପୋଲିସ।
powered by social2s