ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଡ଼ବଜାର ଥାନା ଫାଷ୍ଟ୍ଗେଟ୍ ନିକଟରୁ ୪୫୦ କେଜି ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ। ତପ୍ତପାଣିରୁ ଜାମସେଦପୁର ଚାଲାଣ ହେଉଥିଲା ଗଞ୍ଜେଇ। ଗଞ୍ଜେଇ ଚାଲାଣ ଅଭିଯୋଗରେ ରାଞ୍ଚିର ଜଣେ ଯୁବକ ଗିରଫ ହୋଇଥିବା ଜଣାଯାଇଛି।
powered by social2s