କେନ୍ଦୁଝରରେ ସେକ୍ସ ରାକେଟ୍ ଠାବ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ୍ ଥାନା ଅଞ୍ଚଳରୁ ସେକ୍ସ ରାକେଟ୍ ଠାବ କରାଯାଇଛି। ଘଟଣାସ୍ଥଳରୁ ୫ ଯୁବତୀ ଉଦ୍ଧାର ହୋଇଥିବା ସୂଚନା। ଦୁଇ ଜଣ ଗ୍ରାହକ ଓ ଦୁଇ ଦଲାଲ ପୋଲିସ୍ ଦ୍ଵାରା ଧରା ପଡ଼ିଥିବା ଜଣାପଡ଼ିଛି।

powered by social2s