ଭୁବନେଶ୍ବରରେ ବୁଲିଲା ଖଣ୍ଡା

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବର ଟଙ୍କପାଣି ଅଞ୍ଚଳରେ ବୁଲିଲା ଖଣ୍ଡା । ନକଲି ଫୋନ୍ ପେ' ରେ ଦୋକାନୀଙ୍କୁ ଠକୁଥିଲେ ଦୁର୍ବୃତ୍ତ। ମିଠା ଓ ଇଲେକ୍ଟ୍ରିକାଲ୍ ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଗଲେ ଦୁର୍ବୃତ୍ତ। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବଡବଡ ଥାନା ପୋଲିସ।

powered by social2s