ଭୁବନେଶ୍ବରରେ ଅସଦାଚରଣ ଅଭିଯୋଗରେ ଡାକ୍ତର ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବରରେ ମହିଳା ଡାକ୍ତରଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଗିରଫ ହେଲେ ଡାକ୍ତର କେ. ସେଠୀ। ମହିଳା ଡାକ୍ତରଙ୍କୁ ହ୍ଵାଟ୍ସଆପ୍‌ରେ ଖରାପ ମେସେଜ୍‌ କରିଥିବା ଏୟାରଫିଲ୍ଡ ଥାନାରେ ଅଭିଯୋଗ ପରେ ମହିଳା ଡାକ୍ତରଙ୍କ ବୟାନ ରେକର୍ଡ କରିଛି ପୋଲିସ।

powered by social2s