ଭୁବନେଶ୍ବର: ଭୁବନେଶ୍ବର ଲିଙ୍ଗରାଜ ରେଲୱେ ଷ୍ଟେସନ ନିକଟରୁ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଜବତ ବ୍ରାଉନସୁଗାର ଅନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା। ବାଲେଶ୍ଵରର ସେଖ ଆକବରକୁ ଗିରଫ କଲା ସ୍ପେଶାଲ କ୍ରାଇମ ୟୁନିଟ।
powered by social2s