ଭୁବନେଶ୍ବରରେ ବୋମାମାଡ଼

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ-୩ ସାମ୍ନାରେ ବୋମାମାଡ଼ ହୋଇଛି। ସକାଳ ୮ଟାରେ କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ବୋମାମାଡ଼ରେ କୌଣସି କ୍ଷତି ହୋଇନାହିଁ । ସିସିଟିଭି ଆଧାରରେ ମଞ୍ଚେଶ୍ବର ପୋଲିସ ତଦନ୍ତ ଆରମ୍ଭ କରିଛି। ବାଣର ଟୁକୁଡା ଅଂଶ ଓ ଲୁହା କଣ୍ଟା ଜବତ କରିଛି ପୋଲିସ।

powered by social2s