କଟକରୁ ୧୨ ଲକ୍ଷର ବ୍ରାଉନସୁଗାର ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଜଗତପୁର ଛକରୁ ୧୨୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ବ୍ରାଉନସୁଗାର ଜବତ କରିବା ସହ ବେପାରୀକୁ ଧରିଲା ପୋଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ୬୦ ହଜାର ଟଙ୍କା।

powered by social2s