ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ୯ ଏମ ଏମ ବନ୍ଧୁକ ଜବତ କରିଛି କମିସନରେଟ ପୋଲିସ। ଗତକାଲି ନାଇଟ କର୍ଫ୍ୟୁ ବେଳେ ଖୋର୍ଦ୍ଧା-ଖଣ୍ଡଗିରି ରାସ୍ତାରେ ବନ୍ଧୁକ ଦିଲ ହେଉଥିଲା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ବନ୍ଧୁକ ସହ ୯ ରାଉଣ୍ଡ ଗୁଳି ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି।
powered by social2s