ବିନିକା: ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ସାହଜବାହଲ ଖେଳପଡ଼ିଆରୁ ୯ ହଜାର ବୋତଲ କଫ୍ ସିରପ୍ ଜବତ କରାଯାଇଛି। ଏହି ଘଟଣାରେ ଜଣେ ଗିରଫ ହୋଇଛନ୍ତି। ଗୋଟିଏ ପିକଅପ୍ ଭ୍ୟାନ୍ ସହ କାର୍ ଜବତ କରିଛି ପୋଲିସ୍। ଚଢ଼ାଉ ସମୟରେ ୩ ଜଣ ବ୍ୟକ୍ତି ଫେରାର ହୋଇଯାଇଥିବା ଜଣାପଡ଼ିଛି।
powered by social2s