ବ୍ଲକ୍ ଆଗରେ କର୍ମଚାରୀଙ୍କ ମୃତଦେହ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଗେଟ୍ ଆଗରୁ ମିଳିଲା କର୍ମଚାରୀଙ୍କ ମୃତଦେହ। ମୃତକ ହେଲେ ସୁଶାନ୍ତ ଗୌଡ଼। ସୁଶାନ୍ତ ବ୍ଲକ୍ ଏନ୍ ଆର୍ ଜି ଏ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ପୋଲିସ।

powered by social2s