ୟୁଟ୍ୟୁବର୍ ଙ୍କୁ ହତ୍ୟା: ୩ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବର ମଞ୍ଚେଶ୍ବର ଅଞ୍ଚଳରେ ଜଣେ ୟୁଟ୍ୟୁବର୍ ଙ୍କୁ ହତ୍ୟା କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ୧୨୦ ବାଟାଲିଆନ୍ ର ଯବାନ ଥିବା ସୂଚନା। ଘଟଣାସ୍ଥଳରୁ ୟୁଟ୍ୟୁବର୍ ରାହୁଲ ମହାରଣାଙ୍କ ଚପଲ ଓ ହତ୍ୟାରେ ବ୍ୟବହାର ହୋଇଥିବା ଛୁରୀ ଯବତ କରିଛି ପୋଲିସ୍। ମୃତଦେହ ମିଳିଥିବା ର ଅଳ୍ପ ଦୂରରେ ମଦ ବୋତଲ ଓ ଖାଦ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା ।

powered by social2s