ଟ୍ରେନରୁ ୫ ଶିଶୁ ଶ୍ରମିକ ଉଦ୍ଧାର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଭୁବନେଶ୍ବରରେ ଟ୍ରେନରୁ ଉଦ୍ଧାର ହେଲେ ୫ ଶିଶୁ ଶ୍ରମିକ। ଆରପିଏଫ ଓ ରୁଚିକା ସମାଜ ମଙ୍ଗଳ ସଙ୍ଗଠନ ପକ୍ଷରୁ ଭୁବନେଶ୍ଵରରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ଚଢ଼ାଉ ପରେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ବିହାରରୁ ବେଙ୍ଗାଳୁରୁ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଉଦ୍ଧାର ନାବାଳକଙ୍କୁ ଖୋର୍ଦ୍ଧା ସିଡବ୍ଲ୍ୟୁସିଙ୍କ ନିକଟରେ ହାଜର କରାଯାଇଛି।

powered by social2s