କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନାଞ୍ଚଳରେ ବନ୍ଧୁକ କାରଖାନା ଠାବ ହୋଇଛି। କାରଖାନାରୁ ବିପୁଳ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି ପୋଲିସ। ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା। ଘଟଣାସ୍ଥଳରୁ ୩ ଦେଶୀ ବନ୍ଧୁକ, କଟର ମେସିନ, ଡ୍ରିଲ୍ ମେସିନ, ଅଧା ଗଢ଼ା ବନ୍ଧୁକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
powered by social2s