ସୋନପୁର : ସୋନପୁର ପୋଲିସ ଦ୍ୱାରା ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି। ଜାନୁଆରୀ ମାସରୁ ଏଯାଏଁ ୫୮ କ୍ୱିଣ୍ଟାଲ ଗଂଜେଇ ଜବତ ହୋଇଥିବା ସୂଚନା ମିଳିଛି ଗଞ୍ଜେଇ ଚାଲାଣ ଅଭିଯୋଗରେ ୫୯ ଜଣ ଗିରଫ ହୋଇଛନ୍ତି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୬୦ କୋଟି ଟଙ୍କା। ଏନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ସୂଚନା ଦେଇଛନ୍ତି।
powered by social2s