ଭୁବନେଶ୍ୱର: ଓଡିଶା କ୍ରାଇମ ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ଦ୍ୱାରା ଦୁଇ ଜଣ ବନ୍ଧୁକ ବେପାରୀ ଗିରଫ ହୋଇଥିବା ସୂଚନା ମିଳିଛି। ଗିରଫ ବ୍ୟକ୍ତିଙ୍କ ଠାରୁ ୫ ଟି ଚୋରା ବନ୍ଧୁକ ଜବତ ହୋଇଛି। ଗତକାଲି ରାତ୍ରିକାଳୀନ କର୍ଫ୍ୟୁ ବେଳେ ଏମାନେ ବନ୍ଧୁକ ବିକ୍ରି ପାଇଁ ଭୁବନେଶ୍ୱରରେ ଏକ ଡିଲ କରୁଥିଲେ। ଖବର ପାଇ ସ୍ପେଶାଲ ଟାସ୍କ ଫୋର୍ସ ର ସଦସ୍ୟ ସେଠାକୁ ଯାଇ ସେମାନଙ୍କୁ ଗିରଫ କରିଥିଲେ। ଏହି ଦୁଇ ଜଣ ବିହାର ରୁ ବନ୍ଧୁକ ଆଣୁଥିଲେ ବୋଲି ଜଣାପଡ଼ିଛି।
powered by social2s