ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଜରଡ଼ା ପୋଲିସ ଦ୍ବାରା ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି। ଦୁଇଟି ଅଫୁଟା ବୋମା ଓ ଖଣ୍ଡା ଜବତ କରାଯାଇଛି। ବାଘ ଛାଲ କାରବାର ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ପୋଲିସ। ମାରଣାସ୍ତ୍ର ଦେଖାଇ ଖସିବାକୁ ଉଦ୍ୟମ ବେଳେ ପିଛା କରି ଧରିଲା ପୋଲିସ।
powered by social2s