ଭୁବନେଶ୍ୱର: ଭୁବନେଶ୍ୱରରେ ୫୦ ହଜାର ଟଙ୍କାରେ ଶିଶୁବିକ୍ରି ଅଭିଯୋଗ । ବର୍ଷକର ଶିଶୁପୁତ୍ରକୁ କିଣିଥିବା ବ୍ୟକ୍ତିଙ୍କୁ ଗିରଫ କଲା ପୋଲିସ। ନୟାଗଡ଼ରୁ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କଲା ନାୟପାଲି ପୋଲିସ।
powered by social2s