ବଲାଙ୍ଗିର: ପୋଲିସ ଗୋଡ଼ାଇବାରୁ ଗଞ୍ଜେଇ ଫିଙ୍ଗି ୨ ମାଫିଆ ଫେରାର ହୋଇଥିବା ସୂଚନା ବଲାଙ୍ଗୀର ଜିଲ୍ଲା ଆଠଗାଁ ଜଙ୍ଗଲ ରାସ୍ତାରୁ ପ୍ରାୟ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ବୁଲେଟରେ ଚାଲାଣ ବେଳେ ପିଛା କରିଥିଲା ପୁଇଁତଳା ପୋଲିସ। ପୋଲିସକୁ ଦେଖି ଗଞ୍ଜେଇ ଫିଙ୍ଗି ଫେରାର ହୋଇଗଲେ ମାଫିଆ।
powered by social2s