ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଜାମଟୋଲି ବସ୍ତିରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ୩୬ ଜଣ ଯୁବକ ଅଟକ ଥିବା ସୂଚନା। ଅନ୍ୟମାନଙ୍କୁ ଧରିବାକୁ ସେକ୍ଟର ୭ ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି। ଯୁବକଙ୍କୁ ଆକ୍ରମଣ ସହ କାର୍ ଭଙ୍ଗାରୁଜା କରିଥିଲେ ଦୁର୍ବୃତ୍ତ।
powered by social2s