କଟକରୁ ୧୭ଲକ୍ଷର ବ୍ରାଉନ୍‌ସୁଗାର ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକ ଜଗତପୁର ଥାନା ସାତବାଟିଆ ନିକଟରୁ ୧୭୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ବ୍ରାଉନସୁଗାର କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ ଅବକାରୀ ବିଭାଗର ଷ୍ଟେଟ ଫ୍ଲାଇଂ ସ୍କ୍ଵାଡ୍। ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ୭୦ ହଜାର ହେବ।

powered by social2s