ମାର୍କେଟ ବିଲଡିଂ ରେ ବୁଲିଲା ଖଣ୍ଡା

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ ବିଲଡିଂ ରେ ବୁଲିଲା ଖଣ୍ଡା। ବ୍ୟବସାୟୀଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କଲେ ଜଣେ ଯୁବକ। ଯୁବକଙ୍କ ଗାଡ଼ି ନମ୍ବର ସିସିଟିଭିରେ କଏଦ ହୋଇଛି। ଆକ୍ରମଣ ପରେ ଯୁବକ ଫେରାର ହୋଇଥିବା ସୂଚନା।

powered by social2s