କଟକ ଗୋଷ୍ଠୀ ସଂଘର୍ଷ; ୧୫ରୁ ଅଧିକ ଅଟକ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କଟକରେ ଦୁଇ ସାହି ମଧ୍ୟରେ ଢେଲାପଥର ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପୁରୀଘାଟ ଥାନା ପୋଲିସ ୧୫ରୁ ଅଧିକ ଯୁବକଙ୍କୁ ଅଟକ ରଖିଛି। ପୁରୀଘାଟ ଥାନା ସନ୍‌ସାଇନ୍ ଗ୍ରାଉଣ୍ଡ ଛକରେ ଢେଲାପଥର ମାଡ଼ ହୋଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଜଣଙ୍କର ମୃତ୍ୟୁ ହୋଇଛି; ୩ ଜଣ ଗୁରୁତର ଅଛନ୍ତି। ଉତ୍ତେଜନାକୁ ଦେଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

powered by social2s