ଭୁବନେଶ୍ୱର: ଭୁବନେଶ୍ୱରରେ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର ହୋଇଥିବା ସୂଚନା ମିଳିଛି। ମାଷ୍ଟର କ୍ୟାଣ୍ଟିନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ ଦିନର ଶିଶୁଟିକୁ ମାଳିସାହିରୁ ଉଦ୍ଧାର କଲେ ଖାରବେଳ ଥାନା ପୋଲିସ ଓ ଚାଇଲଡଲାଇନ ସଦସ୍ୟ। ନିଶା ପାଇଁ ୧୦,୦୦୦ ଟଙ୍କାରେ ଶିଶୁପୁତ୍ରକୁ ବାପା ବିକିଥିବା ଜଣାପଡ଼ିଛି। କିଣିଥିବା ମହିଳାକୁ ଅଟକ ରଖି ପଚରାଉଚରା କଲା ପରେ ସତ କଥା ସାମ୍ନାକୁ ଆସିଛି।
powered by social2s