ଭୁବନେଶ୍ୱର: ଆଜି ମଧ୍ୟାଣ୍ଣରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧେଶ୍ୱରୀ କଲୋନୀର ଏକ ଘର ଉପରେ ଚଢ଼ାଉ କରି ଲକ୍ଷ୍ମୀସାଗର ଥାନା ପୋଲିସ ଘର ଭିତରେ ଅସଂଯତ ଅବସ୍ଥାରେ ଥିବା ଜୈନକା ଯୁବତୀଙ୍କ ସହ ତିନିଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ ଉକ୍ତ ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ପୋଲିସ ଜବତ କରିଥିବା ବେଳେ ସେଠାରେ ଏକ ହାଇ ପ୍ରୋଫାଇଲ ସେକ୍ସ ରାକେଟ ଚାଲୁଥିବା ଅନୁମାନ କରୁଛି।
powered by social2s