ଭୁବନେଶ୍ୱର: ଆଜି ଅପରାନ୍ହରେ ଭୁବନେଶ୍ୱର ଉପକଣ୍ଠ ଶିଶୁପାଳଗଡ଼ର ରାସ୍ତା ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି। ଗ୍ରାମବାସୀଙ୍କ ଠାରୁ ଖବର ପାଇ ଧଉଳି ଥାନା ପୋଲିସ ଘଟଣା ସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି। ମୃତଦେହ ଟି ବଳଙ୍ଗା ଅଞ୍ଚଳର ଭାସ୍କର ସ୍ୱାଇଁ ଙ୍କର ବୋଲି କୁହା ଯାଉଛି।
powered by social2s