କମିଶନରେଟ ପୋଲିସ ଦ୍ୱାରା ୭ ସାଇବର ଲୁଟେରା ଗିରଫ ଭୁବନେଶ୍ୱର: କମିଶନରେଟ ପୋଲିସ ଦ୍ୱାରା ୭ ଜଣ ସାଇବର ଲୂଟରା ଗିରଫ ହୋଇଥିବା ସୂଚନା ମିଳିଛି। ସାଇବର ଲୁଟେରା ଗ୍ୟାଙ୍ଗର ସଦସ୍ୟଙ୍କୁ ଭଦ୍ରକ ଓ ବାଲେଶ୍ୱର ରି ଧରିଛି ପୋଲିସ। କଟକରେ ଅଫିସ ଖୋଲି ରାକେଟ ଚଳାଇଥିଲେ ଦୁର୍ବୁତ୍ତ। ଲୂଟରାଙ୍କ ଠାରୁ ୫ ଲକ୍ଷ ଟଙ୍କାର ମୋବାଇଲ ଫୋନ ଓ ବହୁ ସିମ କାର୍ଡ ଜବତ ହୋଇଛି।
powered by social2s