ଜୟପୁର: କୋରାପୁଟ ଜିଲ୍ଲା ହତିବାରି ଅଞ୍ଚଳରୁ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଗଞ୍ଜେଇ ଜବତ ସହ ଦୁଇଟି ଗାଡ଼ି ମଧ୍ୟ ଜବତ କରିଛି ପାଡୁଆ ପୋଲିସ। ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିଲା ଗଞ୍ଜେଇ।
powered by social2s