ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ବାଇକ ଲୂଟେରା ଗ୍ୟାଙ୍ଗ ଧରା ପଡ଼ିଥିବା ସୂଚନା ମିଳିଛି। ତିନି ଜଣ ଲୂଟରାଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ। ସେମାନଙ୍କ ଠାରୁ ୧୦ ଟି ବାଇକ, ୧୨ ଟି ମୋବାଇଲ ଫୋନ ଓ ବହୁ ଲୂଟ ସାମଗ୍ରୀ ଜବତ ହୋଇଛି।
powered by social2s