ଭୁବନେଶ୍ୱରରେ ୧ କୁଇଣ୍ଟାଲ ଗଞ୍ଜେଇ ଜବତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ବର ଟମାଣ୍ଡୋ ଅଞ୍ଚଳରୁ ଏକ କାର ଡିକିରୁ ୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କୁଆଡ। ତିନି ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ଫୁଲବାଣୀରୁ ଭୁବନେଶ୍ୱର ସାଲିଆସହିକୁ ଯାଉଥିଲା ଗଞ୍ଜେଇ ବୋଝେଇ କାର।

powered by social2s