ବାଇକ ଡିକିରୁ ୩ ଲକ୍ଷ ଲୁଟ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନୟାଗଡ଼: ନୟାଗଡ଼ ଜିଲ୍ଲା ଗଣିଆ ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରୁ ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ସୂଚନା ମିଳିଛି।

 

ଏକ ବାଇକ ଡିକି ଭାଙ୍ଗି ଟଙ୍କା ଲୁଟିଲେ ଦୁର୍ବୁତ୍ତ।

 

ବ୍ୟାଙ୍କର ସିସିଟିଭିରେ କଏଦ ହୋଇଥିବା ଲୁଟ ସମୟର ଭିଡିଓ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।

powered by social2s