ପୁରୀରେ ହତ୍ୟାକାଣ୍ଡ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ: ଆଜି ପୁରୀ ଜିଲ୍ଲା ଓଡ଼ିଆ ମଠ ବଡ଼ପୋଖରୀ ନିକଟରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କଲେ ଦୁର୍ବୁତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୪ ରୁ ୫ ଜଣ ଦୁର୍ବୁତ୍ତ ବାସେଳିସାହିର ଜିତେନ୍ଦ୍ର ପୁରୋହିତଙ୍କୁ ଖଣ୍ଡାରେ ହାଣୀ ହତ୍ୟା କରିଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ବାସେଳିସାହି ଥାନା ପୋଲିସ ପହଞ୍ଚି ସବ ଜବତ କରିଛି।

powered by social2s