ଭୁବନେଶ୍ୱରରେ ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପିନେଲେ ଦୁର୍ବୁତ୍ତ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଜଣେ ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପିନେଲେ ଦୁର୍ବୁତ୍ତ। ଭୁବନେଶ୍ୱର ରବି ଟକିଜ ଛକରେ ତିନି ଜଣ ଯୁବକ ମୋବାଇଲ ଛଡ଼େଇନେଇ ଫେରାର ହୋଇଥିବା ସୂଚନା ମିଳିଛି। ଲୂଟ ନେଇ ବଡଗଡ଼ ଥାନାରେ ଏତଲା ଦେଇଛନ୍ତି ଯୁବତୀ।

powered by social2s