କୋଭିଡ ହସ୍ପିଟାଲରୁ ବିଚାରାଧୀନ କଏଦୀ ଫେରାର

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ କୋଭିଡ ହସ୍ପିଟାଲରୁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଥିବା ଜଣାପଡ଼ିଛି। ବାଲିଗୁଡା ସବ୍ ଜେଲ୍ ରେ ଅସୁସ୍ଥ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗଞ୍ଜେଇ ଚାଲାଣ ମାମଲାରେ ସେ ବଳିଗୁଡ଼ା ପୋଲିସ ଦ୍ୱାରା ଗିରଫ ହୋଇଥିଲା ।

powered by social2s