କୋରାପୁଟ: କୋରାପୁଟ ଜିଲ୍ଲା ଚାଙ୍ଗୁଡ଼ିପଡ଼ା ଛକ ନିକଟରେ ଏକ ଆଲମିରା ବୋଝେଇ ଟ୍ରକରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଚଢ଼ାଉ କରିଥିଲେ ମାଛକୁଣ୍ଡ ଓ ଲମତାପୁଟ ପୋଲିସ। ଟ୍ରକରେ ଆଲମିରା ମଧ୍ୟରେ ରଖାଯାଇଥିଲା ଗଞ୍ଜେଇ। ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଥିବା ସୂଚନା ମିଳିଛି।
powered by social2s