ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଡ଼ ବଜ଼ାର ପାଣିଗ୍ରାହୀ ପେଣ୍ଠସାହି ଏକ ଗୁଟଖା ଗୋଦାମରେ ଚଢ଼ାଉ କରିଛି ପୋଲିସ। ଜଣେ ଅଭିଯୁକ୍ତ ସନ୍ତୋଷ ସାହୁ ଗିରଫ ହୋଇଥିବା ସୂଚନା ମିଳିଛି। ବିପୁଳ ପରିମାଣରେ ବିଭିନ୍ନ ବ୍ରାଣ୍ଡର ଗୁଟଖା ଜବତ ହୋଇଛି।
powered by social2s