ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ବନାଞ୍ଚଳରୁ ଏକ ବାଘ ଛାଲ ଜବତ ହୋଇଥିବା ଜଣାପଡ଼ିଛି। ଗତକାଲି ରାତିରେ ବାଘ ଛାଲ କିଣା ବିକା ନେଇ ଖବର ପାଇ ଚଢ଼ାଉ କରିଥିଲେ ଉମରକୋଟ ଓ ରାଇଘର ବନ ବିଭାଗ କର୍ମଚାରୀ। ପ୍ରବଳ ବର୍ଷା ର ସୁଯୋଗ ନେଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ କିନ୍ତୁ ଘଟଣାସ୍ଥଳରେ ଏକ ବ୍ୟାଗରେ ବାଘଛାଲ ଛାଡ଼ିଯାଇଥିଲେ।
powered by social2s
