ଧର୍ମଗଡ଼: କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ କେଗାଁ ରେଞ୍ଜ ଅଧିନସ୍ଥ ଟିଙ୍ଗିରିପଦର ନିକଟରୁ ୪ ଟି ବାଘ ନଖ ଓ ଗୋଟିଏ ଛାଲ ଜବତ ହୋଇଥିବା ଜଣାପଡ଼ିଛି। ବାଘ ନଖ ଓ ଛାଲ ବିକ୍ରି ହେଉଥିବା ବେଳେ ଚଢ଼ାଉ କରିଥିଲେ ବନ ବିଭାଗ କର୍ମଚାରୀ। ଏହି ଘଟଣାରେ ଝାଡ଼ଖଣ୍ଡର ଜଣେ ଯୁବକଙ୍କୁ ଅଟକ ରଖାଯାଇଛି।
powered by social2s
