କଟକ: କଟକ ଜିଲ୍ଲା କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା କଲେ ଦୁର୍ବୁତ୍ତ। ମୃତକ ହେଲେ ସିଦ୍ଧେଶ୍ୱର ମହାପାତ୍ର। ଗୁରୁତର ଅବସ୍ଥାରେ କଟକ ଏସସିବିରେ ହୋଇଥିଲେ ଭର୍ତ୍ତି। ଚିକିତ୍ସା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଧାରୁଆ ଅସ୍ତ୍ରରେ ସିଦ୍ଧେଶ୍ୱରଙ୍କୁ ଆକ୍ରମଣ କଲା ପରେ ଦୁର୍ବୁତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି
powered by social2s