ଖୋର୍ଦ୍ଧା: ଓଡ଼ିଶା କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଆଜି କୋଟିଏରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି।ବ୍ରାଉନ ସୁଗାର ବେପାର ଅଭିଯୋଗରେ ଖୋର୍ଦ୍ଧା ଗୁରୁଜଙ୍ଗର ଜଣେ ବି.ଟେକ୍ ଛାତ୍ର ଗିରଫ ହୋଇଥିବା ସୂଚନା ମିଳିଛି। ତାଙ୍କ ନାମ ମନୋରଞ୍ଜନ ଦାସ।କୁମାରବାସ୍ତ ପେଟ୍ରୋଲ ପମ୍ପ ନିକଟରୁ ତାଙ୍କୁ ଗିରଫ କରାଯାଇଛି।ତାଙ୍କ ଠାରୁ ପ୍ରାୟ ୧ କେଜି ୩୪ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିବା ଜଣାପଡ଼ିଛି।
powered by social2s