ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର କଳିଙ୍ଗନଗରରେ ଥିବା ଏକ OYO ହୋଟେଲ ସିଲ୍ ହୋଇଛି। ହେମଲତା ପ୍ୟାଲେଶକୁ ସିଲ୍ କଲା କମିଶନରେଟ ପୋଲିସ। ଗତକାଲି ସେକ୍ସ ରାକେଟ ଚାଲିଥିବା ଖବର ପାଇ ଚଢ଼ାଉ କରିଥିଲା ପୋଲିସ। ଘଟଣାସ୍ଥଳରୁ ୮ ଜଣ ବଙ୍ଗୀୟ ଯୁବତୀ ଉଦ୍ଧାର ସହ ୨ ଜଣଙ୍କୁ ଗିରଫ କରାଯାଇଥିଲା। ଫେରାର ହୋଟେଲ ମାଲିକଙ୍କୁ ଖୋଜୁଛି ପୋଲିସ।
powered by social2s