ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଚାଲାଣରେ ବ୍ୟବହାର ହୋଇଥିବା ଟ୍ରକ୍, କାର୍ ଓ ବାଇକ୍ ଜବତ କରିଛି ଜୟପୁର ସଦର ଥାନା ପୋଲିସ। ଏହି ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି ଓ ତାଙ୍କ ଠାରୁ ୧ ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।
powered by social2s
