ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟାନ ଗିରଫ

ଅପରାଧ
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ସୁପରଷ୍ଟାର ଶାହାରୁଖ ଖାଁଙ୍କ ପୁଅ ଆୟାନ ଖାଁ Narcotics Control Bureau (NCB) ପକ୍ଷରୁ ଗିରଫ ହୋଇଥିବା ସୂଚନା ମିଳିଛି। ଆର୍ଯ୍ୟାନଙ୍କ ସହ ମୋଟ ୮ ଜଣ ଗିରଫ ହୋଇଛନ୍ତି। ରାତି ଅଧରେ ମୁମ୍ବାଇ କ୍ରୁଜରେ ଏକ ରେଭ ପାର୍ଟିରେ ସାମିଲ ଥାଇ ଧରା ପଡିଥିବା ଜଣାପଡ଼ିଛି।

powered by social2s